ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ଜଗବନ୍ଧୁ ହେ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।

ପବିତ୍ର ରଥଯାତ୍ରା ଉପଲକ୍ଷେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଶୁଣନ୍ତୁ ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ‘ଜଗବନ୍ଧୁ ହେ…’।

ଏହି ସଂଗୀତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପିତ। ଏହି ସଂଗୀତ ବହୁ ପୁରୁଣା ହୋଇଥିବାବେଳେ ଏବେ ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ସ୍ପର୍ଶ କରେ।

Tags: #BalakrushanaDas #OdishaSong #OdiaBhajana #RathYatra #RathJatra2024 #SangeetSudhakar

Comment