ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ଉତ୍କଳ ମଉଡ଼ମଣୀ ହେ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।
ପବିତ୍ର ରଥଯାତ୍ରା ଉପଲକ୍ଷେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଶୁଣନ୍ତୁ ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ‘ଉତ୍କଳ ମଉଡ଼ମଣୀ …’।
ଏହି ସଂଗୀତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପିତ। ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଉତ୍କଳର ନୁହେଁ ସାରା ଜଗତର ମଉଡ଼ମଣୀ ବୋଲି ବର୍ଣ୍ଣନା କରାଯାଇଛି। ଏହି ସଂଗୀତ ବହୁ ପୁରୁଣା ହୋଇଥିବାବେଳେ ଏବେ ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ସ୍ପର୍ଶ କରେ।
Tags: #BalakrushanaDas #OdishaSong #OdiaBhajana #RathYatra #RathJatra2024 #SangeetSudhakar


















