ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନିଂ କରିବା ଆବଶ୍ୟକ। ଏହାଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ଗର୍ଭଧାରଣ ପୂର୍ବରୁ ପ୍ଲାନିଂ କରିବା କାହିଁକି ଆବଶ୍ୟକ, ଗର୍ଭଧାଣ ପ୍ଲାନିଂ ପୂର୍ବରୁ କ’ଣ କରିବା ଉଚିତ, କ’ଣ ନୁହେଁ ଏବଂ ଗର୍ଭଧାରଣ କରିବାର ସଠିକ ବୟସ କେତେ, ସେ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Pregnancy #BabyPlanning #PregnancyPlan #Healthcare #OdiaHealthTips

Comment