ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଚକ୍ଷୁଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ କରିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର କୁହନ୍ତି।

ତେବେ, କେଉଁମାନେ ଚକ୍ଷୁଦାନ କରିପାରିବେ, କେମିତି ଚକ୍ଷୁଦାନ କରିବେ, ଚକ୍ଷୁ ସଂଗ୍ରହର ପ୍ରକ୍ରିୟା କ’ଣ, ସେ ସମ୍ପର୍କରେ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #EyeDonation #EyeTransplant #Healthcare #DoctorsAdvice #Diabetics #OdiaHealthTips

LEAVE A REPLY

Please enter your comment!
Please enter your name here