ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତ୍ୟେକ ଛୋଟ ପିଲା ପାଇଁ ଖେଳର ଗୁରୁତ୍ଵ ରହିଛି। ଖେଳିବା ଦ୍ୱାରା ପିଲାମାନଙ୍କର ମାନସିକ ଏବଂ ଶାରୀରିକ ବିକାଶ ହୋଇଥାଏ। ଏହାଛଡ଼ା ନିଜ ସାଙ୍ଗସାଥୀମାନଙ୍କ ସହ ଖେଳିବା ଦ୍ୱାରା ପିଲା ଶୀଘ୍ର କଥା କହିବା ସହ ଅନେକ ଜିନିଷ ଶିଖିଥାଏ।
ମନସ୍ତତ୍ୱବିତ୍ ସମ୍ବିତ ନନ୍ଦଙ୍କଠାରୁ ପିଲାଙ୍କ ପାଇଁ ଖେଳର ଗୁରୁତ୍ୱ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #ChildDevelopment #Sports #DoctorAdvice #OdiaHealthTips

















