ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ରୋଗ ହୋଇଗଲାଣି। କିଶୋରଠୁ ଆରମ୍ଭ କରି ବୟସ୍କ ସଭିଙ୍କୁ ଏହି ରୋଗ ଗ୍ରାସ କରୁଛି। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ କିଏ ନାଚୁଥିବା ଅବସ୍ଥାରେ ଟଳି ପଡୁଛି, ଯାହା ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟ ପେୟରେ ଅନିୟମିତତା ଏବଂ ବ୍ୟାୟାମର ଅଭାବ ହୃଦ୍‌ଘାତ ଆଶଙ୍କାକୁ ବଢ଼ାଉଛି ବୋଲି ଡାକ୍ତର କୁହନ୍ତି।

ତେବେ ଅଚାନକ ହାର୍ଟ ଆଟାକ୍ ବା ହୃଦ୍‌ଘାତ ହେଲେ କେମିତି ଜାଣିବେ, ସକାଳୁଆ ହାର୍ଟ ଆଟାକ୍ ହେଲେ କ’ଣ କରିବେ, ହାର୍ଟ ଆଟାକ୍‌କୁ ରୋକିବେ କିପରି, ସେ ସମ୍ପର୍କରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartAttack #MorningHeartAttack #HeartCare #Causes #Treatment #OdiaHealthTips #DoctorAdvice

Comment