ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଜୀବନ ଏବଂ ସୁଷମ ଖାଦ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ତେବେ ହାର୍ଟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ, କ’ଣ ନୁହେଁ, ସୁସ୍ଥ ହାର୍ଟ ପାଇଁ କେତେ ପରିମାଣର ତେଲ ସାମିଲ କରିବେ, ଦିନ ତମାମ କେଉଁଭଳି ଖାଦ୍ୟ ଖାଇପାରିବେ, ସେ ସମ୍ପର୍କରେ ଡାଏଟିସିଆନ୍‌ ସ୍ଵତୀ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HealthyHeart #DietForHealthHeart #HeartCare #Diet #DoctorAdvice #OdiaHealthTips

Comment