ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ଧୀରେ ଧୀରେ ଏହି ସମସ୍ୟା ଜଟିଳ ରୂପ ନେଇ ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍‌ରେ ପରିଣତ ହେଉଛି। ତେବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରିବା ସହ କେତେକ ଫିଜିଓଥେରାପି ଏକ୍ସରସାଇଜ୍‌ କରି ଏଥିରୁ ଉପଶମ ମିଳିପାରିବ।

ଫିଜିଓଥେରାପିଷ୍ଟ ଶ୍ରୀଲକ୍ଷ୍ମୀ ଦାସଙ୍କଠାରୁ ବେକ ବିନ୍ଧା ଜନିତ କେତେକ ଫିଜିଓଥେରାପି ବିଷୟରେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Exercise #NeckPain #PainRelief #Physiotherapy #DoctorAdvice #OdiaHealthTips

Comment