ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ୟୁରିନାରି ରିଟେନ୍‌ସନ୍‌ ଅର୍ଥାତ ଖୋଲା ପରିସ୍ରା ନହେବା, ଅଳ୍ପ ଅଳ୍ପ ପରିସ୍ରା ହେବା ବା ବାରମ୍ବାର ପରିସ୍ରା ଯିବା ସତ୍ତ୍ୱେ ପରିସ୍ରା ଖାଲା ନହେବା। କିଛି ଲୋକ ଏହି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି।

ତେବେ କାହିଁକି ଖୋଲା ପରିସ୍ରା ହୁଏ ନାହିଁ, କେତେବେଳେ ଜଣେ ଡାକ୍ତରଙ୍କ ପରାମର୍ଶ ନେବେ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #UrinaryRetention #DoctorAdvice #OdiaHealthTips

Comment