ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ମେରୁଦଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଭୁଲ ଶୈଳୀରେ ଅଧିକ ସମୟ ବସି ରହିବା, ମୋଟାପଣ ଓ ବର୍ତ୍ତମାନର ଜୀବନଶୈଳୀ ମେରୁଦଣ୍ଡ ଯନ୍ତ୍ରଣାର କାରଣ ପଲଟୁଥିବା ଡକ୍ତାର କୁହନ୍ତି।

ତେବେ ମେରୁଦଣ୍ଡ ଯନ୍ତ୍ରଣାରୁ କେମିତି ମୁକ୍ତି ପାଇବେ, କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ, ସେ ସମ୍ପର୍କରେ ଡାକ୍ତର ଆତ୍ମରଞ୍ଜନ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BackPain #SpinePain #RelieveSpinePain #DoctorAdvice #OdiaHealthTips

Comment