ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାର୍ଟ ଆମ ଶରୀରର ମୁଖ୍ୟ ଅଙ୍ଗ। ଶରୀରର ପ୍ରତ୍ୟେକ ଅଙ୍ଗକୁ ହାର୍ଟ ରକ୍ତ ସଞ୍ଚାଳନ କରିଥାଏ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ ହେବାର ଆଶଙ୍କା ରହିଥାଏ। ହାର୍ଟ ଆଟାକକୁ ଚିହ୍ନିଲେ ଏହାର ଚିକିତ୍ସା କରିହେବ।

ଯୁବାବସ୍ଥାରେ ହାର୍ଟ ଆଟାକ କାହିଁକି ହୁଏ, ହାର୍ଟ ଆଟାକର ଲକ୍ଷଣକୁ କେମିତି ଚିହ୍ନିବେ, ଯୁବାବସ୍ଥାରେ ହାର୍ଟ ଆଟାକକୁ କିପରି ରୋକିବେ, ସେ ସମ୍ପର୍କରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Heart #HeartAttack #HeartCare #HealthyLife #DoctorAdvice #OdiaHealthTips

LEAVE A REPLY

Please enter your comment!
Please enter your name here