ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। କମ୍ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡ଼ୁଛନ୍ତି। ଖାସ୍ କରି ଶୀତଦିନେ ଅତ୍ୟଧିକ କେଶ ଝଡ଼ିଥାଏ। ଏହାକୁ ନେଇ ଚିନ୍ତା ଅଧିକ ବଢ଼ିଯାଏ।
ତେବେ ଶୀତଦିନେ କେଶର ଯତ୍ନ କେମିତି ନେବେ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଦୀପ୍ତିରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HairCare #WinterHairCare #DoctorAdvice #OdiaHealthTips