ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିଭିନ୍ନ କାରଣରୁ ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବଢ଼ିଯାଇ ମୂତ୍ରାଶୟର ମୁଖଭାଗକୁ ଚାପି ଧରେ। ଫଳରେ ବ୍ୟକ୍ତିଠାରେ ପରିସ୍ରାଜନିତ ବିଭିନ୍ନ ଲକ୍ଷଣ ଆରମ୍ଭ ହୋଇଥାଏ। ସାଧାରଣତଃ ବୟସ ବଢ଼ିଲେ ଏହି ସମସ୍ୟା ଅଧିକ ଦେଖାଯାଏ ବୋଲି ଡାକ୍ତର କୁହନ୍ତି।

ତେବେ କାହିଁକି ବଢ଼ିଯାଏ ପ୍ରୋଷ୍ଟେଟ୍ ଗ୍ରନ୍ଥି, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ଵଜିତ ନନ୍ଦଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ProstateEnlargement #DoctorAdvice #OdiaHealthTips

Comment