ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଖାଦ୍ୟପେୟରେ ଅନିୟମିତତା, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ଯୋଗୁଁ ଯେକୌଣସି ବର୍ଗର ବ୍ୟକ୍ତି ମେଦ ବହୁଳତାର ଶିକାର ହେଉଛନ୍ତି। ଏହା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଉଛି।

ତେବେ ମେଦ ବହୁଳତା ବା ମୋଟାପଣ ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ, ମୋଟାପଣର କାରଣ କ’ଣ ଓ ମୋଟାପଣ ସମସ୍ୟାକୁ କିପରି ଦୂର କରିହେବ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Obesity #Causes #HealthCare #DoctorAdvice #OdiaHealthTips

Comment