ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଅଧିକ ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବାଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା ପାଇଁ ଅନେକ ଚିନ୍ତିତ ହୋଇପଡ଼ନ୍ତି।

ତେବେ ଶୀତଦିନେ କେମିତି ନେବେ ଚର୍ମର ଯତ୍ନ, ଶୀତଦିନେ ଓଠ ଏବଂ ଗୋଇଠି ଫାଟିଲେ କ’ଣ କରିବେ, ତ୍ୱଚାର ଯତ୍ନ ପାଇଁ କ’ଣ ସବୁ ଘରୋଇ ଉପଚାର କରିବେ, ସେ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତୀକ ମହାରଣାଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterCare #WinterSkinCare #DoctorAdvice #OdiaHealthTips

LEAVE A REPLY

Please enter your comment!
Please enter your name here