ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହ୍ୟୁମାନ୍‌ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ହ୍ୟୁମାନ୍‌ ପାପିଲୋମା ଭାଇରସ୍ ଯୋଗୁଁ ବ୍ୟକ୍ତିଙ୍କଠାରେ ଅନେକ ସମସ୍ୟା ହୋଇପାରେ। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏଚ୍‌ପିଭି ଟିକା ମଧ୍ୟ ଉପଲବ୍ଧ।

ତେବେ ହ୍ୟୁମାନ ପାପିଲୋମା ଭାଇରସ ଯୋଗୁଁ କ’ଣ ସମସ୍ୟା ହୋଇପାରେ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପି କେ ସେନାପତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HumanPapillomavirus #HPV #Causes #Treatment #HealthCare #DoctorAdvice #OdiaHealthTips

Comment