ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭିକାଲ କ୍ୟାନ୍ସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିପାରିବ। ତେଣୁ ପ୍ରତ୍ୟେକ ମହିଳା ୩ ବର୍ଷ ବ୍ୟବଧାନରେ ପାପ୍ ସ୍ମିୟର ପରୀକ୍ଷା କରିବା ଜରୁରୀ।
ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭିକାଲ କ୍ୟାନ୍ସର, ପ୍ରାଥମିକ ଅବସ୍ଥାରୁ ସର୍ଭିକାଲ କ୍ୟାନ୍ସରକୁ କେମିତି ଚିହ୍ନିବେ, ଏହାକୁ କିଭଳି ରୋକି ହେବ, ସେ ବିଷୟରେ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ଶୁଭାଶିଷ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CervicalCancer #Symptoms #Prevention #Causes #Treatment #DoctorAdvice #OdiaHealthTips