ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମେ ସମସ୍ତେ ଛୋଟ ପିଲାଙ୍କର ଗ୍ରହଣ ଖଣ୍ଡିଆ ହୋଇଥିବାର ଦେଖିଛନ୍ତି। ଏହାକୁ ନେଇ ବାପା ମା’ ଚିନ୍ତିତ ହୋଇପଡ଼ନ୍ତି। ସର୍ଜରୀ ଦ୍ଵାରା ଗ୍ରହଣ ଖଣ୍ଡିଆ ଭଲ ହୋଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ଗ୍ରହଣ ଖଣ୍ଡିଆ ହେବାର କାରଣ କ’ଣ, ଗ୍ରହଣ ଖଣ୍ଡିଆକୁ କେମିତି ଭଲ କରିହେବ ଓ ଗ୍ରହଣ ଖଣ୍ଡିଆ ସର୍ଜରୀ ପରେ ସ୍ପିଚ ଥେରାପିର ଗୁରୁତ୍ଵ କେତେ, ସେ ବିଷୟରେ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CleftLip #Surgery #Causes #Treatment #HealthCare #DoctorAdvice #OdiaHealthTips

Comment