ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରୀକ୍ଷା ସମୟରେ ପିଲାମାନଙ୍କର ଷ୍ଟ୍ରେସ ବଢ଼ିଯାଏ। କେବଳ ପିଲା ନୁହନ୍ତି ବାପା ମା’ଙ୍କର ମଧ୍ୟ ଚିନ୍ତା ବଢ଼ିଯାଏ। ପରୀକ୍ଷା ସମୟରେ ପିଲାଙ୍କର ଷ୍ଟ୍ରେସ ବଢ଼ିବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏତେ ଷ୍ଟ୍ରେସ୍‌ ବଢ଼ିଯାଏ ଯେ, ସେମାନେ ପରୀକ୍ଷାରେ ସଠିକ ପ୍ରଦର୍ଶନ କରିପାରନ୍ତି  ନାହିଁ। ତେଣୁ ଏହି ସମୟରେ ଅଭିଭାବକମାନେ ବିଶେଷ ଯତ୍ନବାନ ହେବା ଆବଶ୍ୟକ।

ତେବେ ପରୀକ୍ଷା ସମୟରେ ପିଲାମାନେ କେଉଁଭଳି ଷ୍ଟ୍ରେସରେ ରହିଥାନ୍ତି, ଷ୍ଟ୍ରେସ ଯୋଗୁଁ ପିଲାଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ିଥାଏ, ପରୀକ୍ଷା ସମୟରେ ବାପା ମା’ କେମିତି ନେବେ ପିଲାଙ୍କ ଯତ୍ନ, ସେ ବିଷୟରେ ମନସ୍ତତ୍ୱବିତ୍‌ ନିଧି ଗର୍ଗଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ExamPressure #ChildCare #MentalHealth #HealthCare #HealthyLife #OdiaHealthTips #DoctorAdvice

Comment