ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ସଫଳ ହୋଇଛନ୍ତି ଭୁବନେଶ୍ଵରର ସ୍ମୃତି ପଟ୍ଟନାୟକ। ଦ୍ଵିତୀୟ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି। ଓଜେଏସ ପରୀକ୍ଷାରେ ୨୭ ନମ୍ବର ରାଙ୍କରେ ରହିଛନ୍ତି ସେ। ନିଜର ଉଦ୍ୟମ ବଳରେ ବାପାଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି ସ୍ମୃତି।

ସ୍ମୃତି କୁହନ୍ତି, ପଢ଼ିବା ବେଳେ ସେ ସମୟ ଦେଖୁନଥିଲେ। ଟାର୍ଗେଟ ପୂରଣ କରିବା ଥିଲା ତାଙ୍କର ଜିଦ୍। ପାଠ ସହିତ ପେଣ୍ଟଂ କରିବା ତାଙ୍କର ପସନ୍ଦ।

ଦୃଢ଼ ନିଷ୍ଠା ଏବଂ କଠିନ ପରିଶ୍ରମ ସଫଳତା ଆଣିଦିଏ ବୋଲି କୁହନ୍ତି ସ୍ମୃତି ପଟ୍ଟନାୟକ। ଓଡ଼ିଶାଲାଇଭ୍ ସାକ୍ଷାତକାରରେ ନିଜ ସଫଳତା ବିଷୟରେ କହିଛନ୍ତି ସ୍ମୃତି। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OJSExam #SmrutiPattnaik #SuccessStory #Career #Odisha

Comment