ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି ସ୍ୱସ୍ତିକ ଦାଶ। ପିଲାବେଳୁ ଜୁଡିସିଆଲ୍ ଅଫିସର ହେବାର ଲକ୍ଷ୍ୟ ରଖିଥିଲେ। ବାପା ମା’ଙ୍କ ପ୍ରେରଣାରେ ଓଜେଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ସ୍ୱସ୍ତିକ।

ସ୍ୱସ୍ତିକ ସିଲାବସ୍‌କୁ ଭଲରେ ବୁଝିଥିଲେ। ପାଠପଢ଼ାକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ସ୍ୱସ୍ତିକଙ୍କ ସ୍ୱପ୍ନ ପାଇଁ ପରିବାରର ସମର୍ଥନ ଓ ସହଯୋଗ ରହିଥିଲା। ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସ୍ୱସ୍ତିକ ଦାଶ।

ଓଜେଏସ୍ ପରୀକ୍ଷାରେ କେମିତି ସଫଳତା ହାସଲ କଲେ ଓ କେମିତି ପ୍ରସ୍ତୁତି କରୁଥିଲେ, ସେ ସମ୍ପର୍କରେ ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ସ୍ୱସ୍ତିକ ଦାଶ। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #OJSExam #SwastikDash #SuccessStory #Career #Odisha

Comment