ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଦୋଳନର ନେତୃତ୍ଵ କେବଳ ପୁରୁଷ ନୁହଁନ୍ତି, ନାରୀ ବି ନେଇ ପାରନ୍ତି। ଅନ୍ୟାୟ ବିରୋଧରେ ଲଢ଼ିବା ଏବଂ ଅନ୍ୟକୁ ନ୍ୟାୟ ଦେବା ପାଇଁ ସବୁବେଳେ ଆଗରେ ରହିଥାଆନ୍ତି ସଂଘମିତ୍ରା। ଛାତ୍ରନେତା ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଂଘମିତ୍ରା ଜେନା।

ଛାତ୍ରମାନଙ୍କ ଦାବିକୁ ନେଇ ବିଭିନ୍ନ ସମୟରେ ରାଜରାସ୍ତାରେ ନିଜ ସ୍ଵରକୁ ଶାଣିତ କରିଛନ୍ତି ସଂଘମିତ୍ରା। ବାମପନ୍ଥୀ ଚିନ୍ତାଧାରାରେ ଆନୁପ୍ରାଣିତ ଛାତ୍ରନେତା ତଥା ଅଖିଳ ଭାରତୀୟ ଛାତ୍ର ସଂଘର ରାଜ୍ୟ ସଭାପତି ହେଉଛନ୍ତି ସଂଘମିତ୍ରା ଜେନା।

ନିଜ ସ୍ଵପ୍ନ ଓ ସଂଘର୍ଷ ବିଷୟରେ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାରରେ କ’ଣ କହିଛନ୍ତି ସଂଘମିତ୍ରା ଜେନା, ଜାଣିବା ପାଇଁ ଦେଖନ୍ତୁ ଭିଡିଓ। 

Tags: #SanghamitraJena #Interview #StudentLeader #AISF #StudentUnion #AllIndiaStudentsFederation

Comment