ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ ହୋଇଥାଏ।

ତେବେ ଆଣ୍ଠୁଗଣ୍ଠି ବାତ ରୋଗ କ’ଣ, କାହିଁକି ହୁଏ, ଗଣ୍ଠିବାତ ରୋଗକୁ ଚିହ୍ନିବେ କିପରି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Arthritis #OldAge #Symptoms #Causes #Treatment #OdiaHealthTips #DoctorAdvice

Comment