ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ।

ତେବେ ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କାହିଁକି ଦେଖାଦିଏ, ଗର୍ଭାବସ୍ଥା ଉପରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଇଥାଏ, ଥାଇରଏଡ୍‌କୁ ଚିହ୍ନିବେ କିପରି ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମନୋରଞ୍ଜନଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Thyroid #Pregnancy #HealthCare #OdiaHealthTips

Comment