ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଇଇ ଆଡଭାନ୍ସ ୨୦୨୫ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍ ୯୭ ରଖିଛନ୍ତି ଭୁବନେଶ୍ଵରର ନବନୀତ ପ୍ରିୟଦର୍ଶୀ। ୩୬୦ରୁ ୨୮୦ ମାର୍କ ରଖି ପ୍ରଥମ ପ୍ରୟାସରେ ଆଇଆଇଟି ଆଡଭାନ୍ସ ପରୀକ୍ଷାରେ ସଫଳ ହୋଇଛନ୍ତି ନବନୀତ।
ନବନୀତ ପ୍ରିୟଦର୍ଶୀ ହେଉଛନ୍ତି ଭୁବନେଶ୍ଵର ୟୁନିଟ ୮ ଡିଏଭି ପବ୍ଲିକ ସ୍କୁଲର ଦ୍ଵାଦଶ ଶ୍ରେଣୀର ଛାତ୍ର। ଆଇଆଇଟି ଦିଲ୍ଲୀରେ କମ୍ପ୍ୟୁଟର ସାଇନ୍ସ ପଢ଼ିବା ପାଇଁ ପ୍ରଥମରୁ ଲକ୍ଷ୍ୟ ରଖିଥିଲେ ସେ।
ତେବେ କେମିତି ପଢ଼ିଲେ ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳତା ହାସଲ ହେବ ସେ ସମ୍ପର୍କରେ କହିଛନ୍ତି ନବନୀତ ପ୍ରିୟଦର୍ଶୀ। ଦେଖନ୍ତୁ ଭିଡିଓ।
Tags: #JEEAdvance #SuccessStory #Exam #Topper #JEEAdvancePreparation
















