ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ସୂର୍ଯ୍ୟମୟୀ ମହାପାତ୍ର। ‘ଡାଲଚିନି’, ‘ପରବ’, ‘ଅନନ୍ତା’, ‘କର୍ମା’, ‘ସମାପାଜୁର ରଘୁ’ ଆଦି ଅନେକ ଲୋକପ୍ରିୟ ସିନେମାରେ ସୂର୍ଯ୍ୟମୟୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ପିଲାବେଳୁ ନୃତ୍ୟ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ସୂର୍ଯ୍ୟମୟୀ।

‘ମୁଁ ବି ହିରୋଇନ ହେବି’ ରିଆଲିଟି ସୋ’ ସୂର୍ଯ୍ୟମୟୀଙ୍କୁ ଦେଇଥିଲା ସୁଯୋଗ। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ଅଭିନୟ ଯାତ୍ରା ସହିତ ସିନେମା ଜଗତର ଅନେକ କଥା କହିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ଦେଖନ୍ତୁ ଭିଡିଓ।

Tags: #SuryamayeeMohapatra #Actress #Ollywood #OdiaCinema #OdiaFilm #KeteKatha

Comment