ଓଡ଼ିଶାଲାଇଭ୍ ବ୍ୟୁରୋ
ରିଆଲିଟି ସୋ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ, ମେଗା ସିରିଏଲ ଏବଂ ମ୍ୟୁଜିକ ଭିଡିଓ ମାଧ୍ୟମରେ ସେ ଘରେ ଘରେ ପରିଚିତ।
ଓଡ଼ିଆ ସିନେମା ଜଗତର ଅତି ପରିଚିତ ଚେହାରା ନିହାରିକା ଦାଶ। ଓଡ଼ିଆ ଚଳଚ୍ଚିତ୍ର ‘ତୁ କହିବୁ ନା ମୁଁ’ ଜରିଆରେ ଓଲିଉଡକୁ ଡବ୍ୟୁ କରିଥିଲେ ନିହାରିକା। ନିହାରିକା ଏବେ ଜଣେ ଡାଏଟିସିଆନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଅଭିନେତ୍ରୀ ତଥା ଡାଏଟିସିଆନ ନିହାରିକା ଦାଶ ଓଡ଼ିଶାଲାଇଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କେତେକଥା’ ରେ ନିଜ ବ୍ୟକ୍ତିଗତ ଏବଂ କ୍ୟାରିୟର ସମ୍ପର୍କରେ ଅନେକ କଥା କହିଛନ୍ତି। ଦେଖନ୍ତୁ ଭିଡିଓ।
Tags: #NiharikaDash #Actress #Dietitian #Ketekatha


















