ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ଅନେକ ସମୟରେ ଆତ୍ମହତ୍ୟାକୁ ସମାଧାନର ବାଟ ଭାବି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି କ୍ଷଣିକରେ ସବୁକିଛି ଛାରଖାର କରିଦିଏ। ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ବାଟ ନୁହେଁ ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

ତେବେ ଆତ୍ମହତ୍ୟା କ’ଣ, ଗୋଟିଏ ମଣିଷ କାହିଁକି ଆତ୍ମହତ୍ୟାକୁ ସହଜ ବାଟ ଭାବନ୍ତି, ଆତ୍ମହତ୍ୟାର ଲକ୍ଷଣ କ’ଣ, ଆତ୍ମହତ୍ୟା ଭାବନା କାହିଁକି ଆସେ ଏବଂ କେମିତି ଏହାକୁ ରୋକି ହେବ, ସେ ସମ୍ପର୍କରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SuicidePrevention #Suicide #SuicidalTendency #DoctorAdvice

Comment