ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସମାଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଭାରତର ରପ୍ତାନୀ ଉପରେ ବଡ଼ ପ୍ରଭାବ ପଡ଼ିଛି।
ତେବେ ଏହି ଟାରିଫରୁ କିପରି ରକ୍ଷା ମିଳିପାରିବ ଏବଂ ଭାରତୀୟ ବ୍ୟବସାୟୀମାନଙ୍କୁ କ’ଣ କରିବାକୁ ପଡ଼ିବ ସେ ନେଇ ମତ ରଖିଛନ୍ତି ଉତ୍କଳ ଚାମ୍ବର ଅଫ୍ କମର୍ସ ଲିମିଟେଡର ଅଧ୍ୟକ୍ଷ ଡକ୍ଟର ପ୍ରବୋଧ ମହାନ୍ତି।
Tags: #DonaldTrump #Tariff #Indianexports
















