ଟ୍ରମ୍ପଙ୍କ ବିରୋଧରେ ଆଗତ ହୋଇପାରେ ମହାଭିଯୋଗ ପ୍ରସ୍ତାବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଅଛି।
କ୍ୟାପିଟାଲ ହିଲ୍ ଉପରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡକୁ ନେଇ ଏବେ ଆମେରିକାର ରାଜନୀତି ସରଗରମ। ବିଶ୍ୱର ତମାମ ନେତାଗଣ...
ସବୁଦିନ ପାଇଁ ବନ୍ଦ ହେଲା ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାପିଟାଲ ହିଂସା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହୋଇଛି। ଟୁଇଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।
ଆମେରିକା ସଂସଦ କ୍ୟାପିଟାଲ ହିଲରେ...
ଆମେରିକା ସଂସଦରେ କାହିଁକି ହେଲା ହିଂସାକାଣ୍ଡ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର ସଂସଦ ଭିତରେ ଧସେଇ ପଶିଥିଲେ।
ଦୁନିଆର ସବୁଠୁ ପୁରାତନ ଗଣତନ୍ତ୍ର କୁହାଯାଉଥିବା ଆମେରିକା ନିଜ ରାଜନୈତିକ ଇତିହାସରେ ବୋଧହୁଏ ଏପରି ସ୍ଥିତି କେବେ ବି ସାମ୍ନା କରିନଥିଲା।...
ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ବିଜୟୀ ଘୋଷିତ କଲା ଆମେରିକା ସଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୨୦ରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ବିଜୟୀ ଘୋଷିତ କରିଛି ଆମେରିକା ସଂସଦ।...
ଆମେରିକା ସଂସଦରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ – ୪ ମୃତ, ୧୫ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ସଂସଦ ପରିସରରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଘଟାଇଥିବା ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଛି।
ଆମେରିକା ସଂସଦ ପରିସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବୁଧବାର ହିଂସାକାଣ୍ଡ ଘଟାଇଛନ୍ତି। ଓ୍ୱାଶିଂଟନ ଡିସି...
ଭୋକର ବିକଳ ଚିତ୍ର – କଙ୍କାଳରେ ପରିଣତ ୭ ବର୍ଷୀୟ ଶିଶୁର ଶରୀର
ଓଡ଼ିଶାଲାଇଭ ବ୍ୟୁରୋ
ଭୋକର ବିକଳ ଚିତ୍ର। ଖାଦ୍ୟ ଅଭାବ ଯୋଗୁଁ ଜଣେ ୭ ବର୍ଷର ଶିଶୁର ଶରୀର କଙ୍କାଳସାର ପାଲଟିଛି। ୭ ବର୍ଷରେ ଶିଶୁର ଓଜନ ମାତ୍ର ୭ କେଜି ରହିଛି। ମଧ୍ୟପ୍ରାଚ୍ୟ ରାଷ୍ଟ୍ର...
ଦୁଇ ମାସ ହେଲା ଗାୟବ ଅଛନ୍ତି ଇ-କମର୍ସ ଦୁନିଆର ସମ୍ରାଟ ଜ୍ୟାକ୍ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନ ଇ-କମର୍ସ ଦୁନିଆର ସମ୍ରାଟ ଭାବେ ବେଶ୍ ଜଣାଶୁଣା ଜ୍ୟାକ୍ ମା' କିଛିଦିନ ହେବ ଗାୟବ ଅଛନ୍ତି। ଗତ ଦୁଇ ମାସରୁ ଊର୍ଦ୍ଧ୍ଵ ସମୟ ହେବ ଜ୍ୟାକ୍ଙ୍କର କୌଣସି ଖୋଜ୍ ଖବର...
ତୃତୀୟ ଟେଷ୍ଟ ପାଇଁ ଭାରତର ୧୧ ଜଣିଆ ଟିମ୍ ଘୋଷଣା – ମୟଙ୍କ ଆଉଟ, ରୋହିତ ଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପାଇଁ ୧୧ ଜଣିଆ ଟିମ୍ ଘୋଷଣା କଲା ଭାରତ। ତୃତୀୟ ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହିଟ୍ମ୍ୟାନ୍ ରୋହିତ...
ଘାତକ ହେଉଛି କରୋନାର ନୂଆ ଷ୍ଟ୍ରେନ – ବ୍ରିଟେନରେ ପୁଣି ଲକଡାଉନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ସାଂଘାତିକ ରୂପ ନେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମମନ୍ତ୍ରୀ ବୋରିସ ଜନସନ ପୂରାଦେଶରେ ପୁଣିଥରେ ଲକଡାଉନ ଘୋଷଣା କରିଛନ୍ତି। ମଙ୍ଗଳବାରଠାରୁ...
ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଏହାରି ଭିତରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ପାଇଁ ବ୍ରିଟେନ ଅନୁମତି ଦେଇଛି।...