International

ତେଜୁଛି ବିବାଦ: ନେପାଳକୁ ବିମାନ ଉଡ଼ାଣ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/fd-qT4_Yuho ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ...

ହିଂସାରେ ଜଳୁଛି ନେପାଳ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/JAcsadMjpek ଇସ୍ତଫା ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସୋସିଆଲ ମିଡିଆ ବ୍ୟାନକୁ ନେଇ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜେନ୍-ଜି ବା ଯୁବପିଢ଼ିଙ୍କ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା...

ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନ୍ସର ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Jy8zmpmKA4o ରୁଷରେ ବିକଶିତ ହେଲା ଦୁନିଆର ପ୍ରଥମ କ୍ୟାନସର ଭ୍ୟାକ୍ସିନ୍ ‘ଏଣ୍ଟେରୋମିକ୍ସ’। ଏହାର ସଫଳ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ଟିକା କୋଲୋରେକ୍ଟାଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/8GXA70g4DqI ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବା ଟାରିଫ ନୀତି ଯୋଗୁଁ ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା ଲାଗି ରହିଛି। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଆମଦାନୀ...

ଏହି ହ୍ରଦରେ ପୃଥିବୀର ସର୍ବାଧିକ ମଧୁର ଜଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/9CfiHq7l5Gg ଆମେ ସମସ୍ତେ ଜାଣିଥିବା ପୃଥିବୀରେ ଜଳରୁ ୯୭ ଭାଗ ହେଉଛି ସମୁଦ୍ରର ଲୁଣି ପାଣି, ମାତ୍ର ୩ ପ୍ରତିଶତ ମଧୁର ଜଳ। ସେହି ମଧୁର ଜଳର ଦୁଇ-ତୃତୀୟାଂଶ ପୃଥିବୀର ୨ ମେରୁରେ...

ବିଶ୍ଵର ସବୁଠୁ ବଡ଼ ବିଭାଜନ: ଗୋଟିଏ ଦେଶ ହୋଇଥିଲା ୧୫ ଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/1Hm419m5i0c ଦେଶ ବିଭାଜନ କଥା ଆସିଲେ ଆମେ ସାଧାରଣତଃ ଭାରତ-ପାକିସ୍ତାନ ବିଭାଜନ କଥା ଭାବିଥାନ୍ତି। ହେଲେ ବିଶ୍ୱର ସବୁଠାରୁ ବଡ଼ ବିଭାଜନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଯେଉଁଠାରେ ଗୋଟିଏ ଦେଶ ୧୫ଟି...

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/fNWPw7j_MtA ଆମେରିକାର ଆଲାସ୍କାରରେ ବିଶ୍ଵର ଦୁଇ ମହାଶକ୍ତିଙ୍କର ବୈଠକ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏହି ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟାନ୍ୟ...

ଆମେରିକାରେ ବିକ୍ରି ହେଉଥିବା ୭୮ ପ୍ରତିଶତ ଆଇଫୋନ ‘ମେଡ ଇନ ଇଣ୍ଡିଆ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/RaDtHlnYk0E ଟେକ୍ନୋଲୋଜି ଜଗତରେ ଭାରତ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଚୀନକୁ ପଛରେ ପକାଇ ଆମେରିକାର ସର୍ବବୃହତ ସ୍ମାର୍ଟଫୋନ ଯୋଗାଣକାରୀ ପାଲଟିଛି ଭାରତ। ଗତ ୩ ମାସ ମଧ୍ୟରେ,...

ହିରୋସମା ଓ ନାଗାସାକି: ବିଶ୍ଵ ଦେଖିଥିଲା ପରମାଣୁ ବୋମାର ବିଭୀଷିକା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=wyOqnudV9CI&t=276s ୧୯୪୫ ମସିହା ଅଗଷ୍ଟ ୬ ତାରିଖ। ଜାପାନର ହିରୋସିମା ସହରରେ ଆମେରିକା ପକାଇଥିଲା ପ୍ରଥମ ପରମାଣୁ ବୋମା। ଦୁନିଆ ଦେଖିଥିଲା ପରମାଣୁ ବୋମାର ବିଭୀଷିକା। ମାତ୍ର ୫ ସେକେଣ୍ଡ ମଧ୍ୟରେ ପୋଡ଼ି...

ଭୁବନେଶ୍ୱରରେ ପ୍ରଥମଥର ପାଇଁ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି।...