ଅର୍ଥଶାସ୍ତ୍ରରେ ୩ ଜଣଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏହି ସମ୍ମାନ ପାଇଁ ରୟାଲ ସ୍ଵିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ ପକ୍ଷରୁ ତିନିଜଣ ଅର୍ଥଶାସ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି।
ସେମାନେ ହେଉଛନ୍ତି...
ମେକ୍ସିକୋରେ ଆୟୋଜିତ ବିଶ୍ଵ କବି ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ପାଞ୍ଚଦିନିଆ ବିଶ୍ଵ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର। ୟୁନେସ୍କୋର ‘ଓ୍ଵାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ...
ଭେନେଜୁଏଲାର ମାରିଆ କୋରିନା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/I126X3PHi-4
ଭେନେଜୁଏଲାର ବିଶିଷ୍ଟ ରାଜନୀତିଜ୍ଞ ମାରିଆ କୋରିନା ମଚାଡ଼ୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ସେ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।
ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା...
ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଉପନ୍ୟାସ ‘ହର୍ସଟ ୦୭୭୬୯’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ।
ଲାଜଲୋଙ୍କ ଲିଖିତ ଏହି ଉପନ୍ୟାସରେ...
ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/akjkkAqzCDI
ମେଡିସିନ ଓ ପଦାର୍ଥ ବିଜ୍ଞାନ ପରେ ୨୦୨୫ ପାଇଁ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି...
ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଡିସିନ ପରେ ୨୦୨୫ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।
ସେମାନେ...
ଅକ୍ଟୋବର ୨୬ରୁ ଭାରତରୁ ଚୀନକୁ ସିଧାସଳଖ ବିମାନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ଭାରତ ଏବଂ ଚୀନର ସମ୍ପର୍କରେ ନୂଆ ଉଡ଼ାଣ ଭରିବାକୁ ଯାଉଛି। ପାଞ୍ଚ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ...
ଜେନ ଜି ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ସହିଦ ଘୋଷଣା କଲେ ନେପାଳ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେନ ଜି ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିକୁ ସହିଦ ଘୋଷଣା କଲେ ନେପାଳ ସରକାର। ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜର ପ୍ରଥମ ଜାତୀୟ ସମ୍ବୋଧନ...
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/DygTRpszmFc
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ।
୨୦୨୬ ମାର୍ଚ୍ଚ...
ତେଜୁଛି ବିବାଦ: ନେପାଳକୁ ବିମାନ ଉଡ଼ାଣ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fd-qT4_Yuho
ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ...




















