ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ସୂର୍ଯ୍ୟମୟୀ ମହାପାତ୍ର। ‘ଡାଲଚିନି’, ‘ପରବ’, ‘ଅନନ୍ତା’, ‘କର୍ମା’, ‘ସମାପାଜୁର ରଘୁ’ ଆଦି ଅନେକ ଲୋକପ୍ରିୟ ସିନେମାରେ ସୂର୍ଯ୍ୟମୟୀଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ପିଲାବେଳୁ ନୃତ୍ୟ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ସୂର୍ଯ୍ୟମୟୀ।
‘ମୁଁ ବି ହିରୋଇନ ହେବି’ ରିଆଲିଟି ସୋ’ ସୂର୍ଯ୍ୟମୟୀଙ୍କୁ ଦେଇଥିଲା ସୁଯୋଗ। ନିଜର ନିଖୁଣ ଅଭିନୟ ଜରିଆରେ ବହୁ ଯୁବ କଳାକାରମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସିନେମା ଜଗତକୁ କେମିତି ଆସିଲେ ସେନେଇ ଓଡ଼ିଶାଲାଇଭର ସାକ୍ଷାତକାରରେ କହିଛନ୍ତି ସୂର୍ଯ୍ୟମୟୀ। ଦେଖନ୍ତୁ ଭିଡିଓ।
Tags: #SuryamayeeMohapatra #Actress #Ollywood #OdiaCinema #OdiaFilm #KeteKatha


















