ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। କିନ୍ତୁ, ଏହାର ଲକ୍ଷଣକୁ ଆଗୁଆ ଜାଣିପାରିଲେ ଏହାର ଭୟାବହତାକୁ ଏଡ଼ାଇ ଦେଇପାରିବା ବୋଲି ଡାକ୍ତର କୁହନ୍ତି।

ସବୁଠୁ ଭଲ କଥା ହେଲା, ସ୍ତନ କର୍କଟର ଲକ୍ଷଣକୁ ଜଣେ ଘରେ ରହି ମଧ୍ୟ ଜାଣିପାରିବ, ଯାହାକୁ ସେଲ୍ଫ ବ୍ରେଷ୍ଟ ଏକ୍‌ଜାମିନେସନ କୁହାଯାଏ।

ତେବେ ସ୍ତନ କର୍କଟର ଲକ୍ଷଣକୁ କେମିତି ଚିହ୍ନିବେ, କେତେବେଳେ ସେଲ୍ଫ ବ୍ରେଷ୍ଟ ଏକ୍‌ଜାମିନେସନ କରିବେ ଏବଂ ସ୍ତନ କର୍କଟକୁ ରୋକିବା ପାଇଁ ଜୀବନଶୈଳୀର ଭୂମିକା କ’ଣ, ସେ ସମ୍ପର୍କରେ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastCancer #SelfExamination #DoctorAdvice #OdiaHealthTips

Comment