ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏଚ୍‌ଏସ୍‌ଜି ପରୀକ୍ଷା ହେଉଛି ଏକ ପ୍ରକାର ଏକ୍ସ-ରେ, ଯାହା ମହିଳାଙ୍କ ଗର୍ଭାଶୟ ଏବଂ ଫାଲୋପିଆନ୍ ଟ୍ୟୁବ୍ ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଏ। ଏହା ପ୍ରାୟତଃ ବନ୍ଧ୍ୟାଦୋଷ କିମ୍ବା ବାରମ୍ବାର ଗର୍ଭପାତର କାରଣ ଜାଣିବା ପାଇଁ କରାଯାଏ।

ତେବେ ଏଚ୍‌ଏସ୍‌ଜି ଟେଷ୍ଟ କେତେବେଳେ କରାଯାଏ, ବନ୍ଧ୍ୟାଦୋଷ ସମସ୍ୟା ଜାଣିବା ପାଇଁ ଏଚ୍‌ଏସ୍‌ଜି ଟେଷ୍ଟ ବ୍ୟତୀତ ଆଉ କେଉଁ ଟେଷ୍ଟ କରାଯାଏ, ଟେଷ୍ଟ କରିବା ପୂର୍ବରୁ କ’ଣ କରିବେ ଓ ବନ୍ଧ୍ୟାଦୋଷ ସମସ୍ୟା ଦୂର କରିବାରେ ଏଚ୍‌ଏସ୍‌ଜି ଟେଷ୍ଟ ସହାୟକ ହୁଏ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HSGTest #PregnancyCare #DoctorAdvice #OdiaHealthTips

Comment