ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କିଡନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ବାହାର କରିଥାଏ। ତେଣୁ, କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡନି ସମସ୍ୟାକୁ ଆଗୁଆ ଚିହ୍ନିପାରିଲେ, ଆମେ କିଡନି ଜନିତ ଜଟିଳତାକୁ ଏଡ଼ାଇ ଦେଇପାରିବା।
ତେବେ କେଉଁମାନଙ୍କୁ କିଡନି ଜନିତ ସମସ୍ୟା ହୋଇପାରେ, କିଡନି ରୋଗକୁ କିପରି ଚିହ୍ନିବେ, କିଡନି ଟ୍ରାନ୍ସପ୍ଲାଣ୍ଟ କେମିତି ହୁଏ, କିଡନି ଟ୍ରାନ୍ସପ୍ଲାଣ୍ଟ ପରେ ବ୍ୟକ୍ତିଙ୍କ ଜୀବନାଶୈଳୀ କେମିତି ହେବା ଆବଶ୍କ ଓ କିଡନି ରୋଗକୁ କିପରି ରୋକିବା, ସେ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କିଶୋର ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KidneyDisease #KidneyHealth #DoctorAdvice #OdiaHealthTips














