ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଅରବିନ୍ଦ ଷଡ଼ଙ୍ଗୀ। ପିଲାବେଳୁ ନାଟକ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ସେ। ନିଜ ଦକ୍ଷ ଅଭିନୟ ଜରିଆରେ ବହୁ ବର୍ଷ ଧରି ଦର୍ଶକଙ୍କୁ ହସାଇ ଆସୁଛନ୍ତି ଅରବିନ୍ଦ।

‘ଭକ୍ତ ସାଲବେଗ’ ସିନେମାରୁ ଦର୍ଶକଙ୍କ ନିକଟତର ହୋଇଥିଲେ ଅରବିନ୍ଦ ଷଡ଼ଙ୍ଗୀ। ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’, ‘ଦଣ୍ଡା ବାଳୁଙ୍ଗା’, ‘ଡଷ୍ଟବିନ୍‌’ ଆଦି ଅନେକ ସିନେମାରେ ଅଭିନୟ କରି ସେ ପ୍ରଶଂସିତ ହୋଇଛନ୍ତି।

ସୋସିଆଲ୍ ମିଡିଆରେ ‘ଜେଜେ’ ଭାବେ ସେ ବେଶ୍ ପରିଚିତ। ଓଡ଼ିଶାଲାଇଭ୍‌ର ସାକ୍ଷାତକାର ‘କେତେକଥା’ରେ ନିଜ ଅଭିନୟ ଯାତ୍ରାଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଛନ୍ତି ହାସ୍ୟ ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ। ଦେଖନ୍ତୁ ଭିଡିଓ।

Tags: #ArabindaSarangi #ComedyKing #OdiaComedy #Actor #Ketekatha

Comment