ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅନେକ ରୋଗର କାରଣ ହେଉଛି ମେଦବହୁଳତା ବା ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର। ଅନେକ ନିଜର ମୋଟାପଣକୁ ନେଇ ଚିନ୍ତିତ ରୁହନ୍ତି।
ତେବେ ଓଜନ କମିବ କେମିତି, ଓଜନ କମାଇବା ପାଇଁ କେଉଁଭଳି ଖାଦ୍ୟ ଖାଇବା ଆବଶ୍ୟକ, ଦୈନିକ କେତେ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ଏବଂ ଓଜନ କମାଇବା ପାଇଁ କେମିତି ହେବା ଆବଶ୍ୟକ ଆପଣଙ୍କ ଡାଏଟ୍ ପ୍ଲାନ, ସେ ବିଷୟରେ ଡାଏଟିସିଆନ୍ ତୃପ୍ତିମୟୀ ପାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #WeightLoss #Obesity #Diet #DoctorAdvice #OdiaHealthTips















