ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କୁହାଯାଏ ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ। ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମା’ କ୍ଷୀର ଖାଇବା ଦରକାର। ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ।

ତେବେ ସ୍ତନ୍ୟପାନ ନକଲେ ଶିଶୁର କେଉଁ ସମସ୍ୟା ହୋଇପାରେ, ମା’ର କ୍ଷୀର ହେଉଛି କି ନାହିଁ କେମିତି ଜାଣିବେ, କର୍ମଜୀବୀ ମହିଳା କେମିତି କରାଇବେ ସ୍ତନ୍ୟପାନ, ଛଅ ମାସ ପରେ ଶିଶୁଙ୍କୁ କେଉଁଭଳି ଖାଦ୍ୟ ଖୁଆଇବେ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Breastfeeding #ChildCare #DoctorAdvice #OdiaHealthTips

Comment