ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶୀତ ଋତୁ ଆସିବା ମାତ୍ରେ ଆମ ଶରୀରରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ସୋରିଆସିସ୍, ବିଭିନ୍ନ ଫଙ୍ଗଲ ଇନଫେକ୍ସନ, ପାଦ ଫାଟିବା ଏବଂ କେଶରେ ରୁପି ସମସ୍ୟା ଭଳି ଅନେକ ସମସ୍ୟାକୁ ନେଇ ଲୋକ ଚିନ୍ତିତ ଥାନ୍ତି।

ତେବେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇବା, ଶୀତ ଦିନରେ କାହିଁକି ଚର୍ମରୋଗ ବଢ଼େ, ଶୀତ ଦିନରେ ଫଙ୍ଗଲ ଇନଫେକ୍ସନ କାହିଁକି ହୁଏ, ଫଙ୍ଗଳ ଇନଫେକ୍ସନରୁ କେମିତି ମୁକ୍ତି ପାଇବେ, ଶୀତଦିନେ ପାଦ ଫାଟୁଥିଲେ ଏହାର ଯତ୍ନ କିପରି ନେବେ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WinterSkinDisease #SkinCare #CrackHeel #DoctorAdvice #OdiaHealthTips

Comment