ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅନେକ ସମୟରେ ଗର୍ଭବତୀ ମହିଳାଙ୍କର ପ୍ରଶ୍ନ ଥାଏଯେ, ସିଜରିଆନ୍‌ ପ୍ରସବ ନା ସାଧାରଣ ପ୍ରସବ କେଉଁଟି ସୁରକ୍ଷିତ, କେଉଁ ପରିସ୍ଥିତିରେ ସିଜରିଆନ୍‌ କରାଯାଏ ଓ କେତେବେଳେ ସାଧାରଣ ପ୍ରସବ ସମ୍ଭବ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଭିପ୍ସା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CSection #NormalDelivery #DoctorAdvice #OdiaHealthTips

Comment