ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ ପାକସ୍ଥଳୀ-ଅନ୍ତନଳୀରେ ଅଲସର ହେଲେ କଳା ଝାଡ଼ା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ବିଭିନ୍ନ ଜଟିଳତା ଆଡ଼କୁ ନେଇପାରେ। ତେଣୁ କଳା ଝାଡ଼ାକୁ ଅଣଦେଖା କରିବା ଅନୁଚିତ ବୋଲି ଡାକ୍ତର କୁହନ୍ତି।
ତେବେ କାହିଁକି ହୁଏ କଳା ଝାଡ଼ା, କଳା ଝାଡ଼ା ହେଲେ କ’ଣ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ବିସ୍ତୃତ ଭାବେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DarkStool #Melena #Causes #Treatment #Healthcare #OdiaHealthTips