ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଛୁଆଙ୍କଠାରେ ବି ହୋଇପାରେ ଗଣ୍ଠିବାତ ରୋଗ। ତେବେ କେଉଁ କାରଣ ଯୋଗୁଁ ଛୁଆଙ୍କଠାରେ ଗଣ୍ଠିବାତ ରୋଗ ହୋଇପାରେ।
ଛୁଆଙ୍କ ଗଣ୍ଠିବାତ ସମସ୍ୟାକୁ କେମିତି ଜାଣିବେ ଏବଂ ଛୁଆଙ୍କ ଗଣ୍ଠିବାତ ରୋଗ କେମିତି ଭଲ ହେବ, ସେ ସମ୍ପର୍କରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #ChildhoodArthritis #JuvenileIdiopathicArthritis #Symptoms #Causes #Treatment #OdiaHealthTips #DoctorAdvice