ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି। ଏହା ପ୍ରଭାବରେ ବିଭିନ୍ନ ଉପକୂଳ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି।

ଆପଣଙ୍କ ଅଞ୍ଚଳରେ ବାତ୍ୟାର ପ୍ରଭାବକୁ ଫଟୋ ଓ ଭିଡିଓରେ ରେକର୍ଡ କରି ଆମକୁ ପଠାନ୍ତୁ। ଫଟୋ ଓ ଭିଡିଓ ପଠାଇବା ବେଳେ ନିଜ ପୂରା ନାମ ଲେଖିବା ସହ ସ୍ଥାନ, ତାରିଖ ଓ ସମୟ ଲେଖି ପଠାନ୍ତୁ।

ଆପଣ ପଠାଉଥିବା ଭିଡିଓ ଏବଂ ଫଟୋକୁ ଓଡ଼ିଶାଲାଇଭର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯିବ।

  • ଆପଣ ପଠାଉଥିବା ସମାନ ଭିଡିଓ ଏବଂ ଫଟୋକୁ ବାରମ୍ବାର ପଠାଇବେ ନାହିଁ
  • ଅନ୍ୟ କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ଵାରା ଉତ୍ତୋଳନ କରାଯାଇଥିବା ଭିଡିଓ ଏବଂ ଫଟୋ ପଠାଇବେ ନାହିଁ। ଯଦି ଅନ୍ୟ କାହାର ଫଟୋ ବା ଭିଡିଓ ପଠାଉଛନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାର ନାମ ଉଲ୍ଲେଖ କରିବେ
  • କୌଣସି ବିଭ୍ରାନ୍ତିକର ବା ଭୟ ସୃଷ୍ଟି କରୁଥିବା ଫଟୋ ଓ ଭିଡିଓ ସେୟାର ନକରିବାକୁ ଅନୁରୋଧ
  • ବାତ୍ୟା ସମ୍ପର୍କିତ ଫଟୋ ଓ ଭିଡିଓ ରେକର୍ଡ କରିବା ସମୟରେ ସତର୍କତା ଅବଲମ୍ବନ କରିବେ। କୌଣସି ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ପଟୋ ଉଠାଇବେ ନାହିଁ।
  • ଫଟୋ ଓ ଭିଡିଓ ପଠାଇବା ପାଇଁ ହ୍ୱାଟ୍ସଆପ୍ ନମ୍ବର ହେଉଛି ୯୪୩୭୦୬୯୫୦୮

Tags: #Cyclone #Depression #Visual #Photos #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here