ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା: ଏସଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା କାର-ନିକୋବର ଦୀପପୁଞ୍ଜଠାରୁ ୧୫୦ କିମି ଦୂରରେ ପଶ୍ଚିମରେ ରହିଛି। ପୁରୀଠାରୁ ଏହା ୧,୨୫୦ କିମି ଦୂର...
ବାତ୍ୟା ନେଇ ସ୍ପଷ୍ଟ ହେଇପାରୁନି ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ମେ’ ୭ ତାରିଖ ସୁଦ୍ଧା ଅବପାତରେ ପରିଣତ...
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ସ୍ପଷ୍ଟ ହେବ ବାତ୍ୟାର ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଶୁକ୍ରବାର ରାତି ସୁଦ୍ଧା ବାତ୍ୟାର...
ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ...
ବାଲେଶ୍ଵରରେ ବାତ୍ୟା ଅଘଟଣ – ନଡ଼ିଆ ଗଛ ପଡ଼ି ଜଣେ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ପରେ ବାଲେଶ୍ଵର ଜିଲ୍ଲା ଭାସ୍କରଗଞ୍ଜରେ ଆଉ ଏକ ବାତ୍ୟା ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଏକ ନଡ଼ିଆ ଗଛ ଭାଙ୍ଗି ପଡ଼ିଯିବାରୁ ତାଙ୍କର ମୃତ୍ୟୁ...
ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କତା – ଗର୍ଭବତୀଙ୍କୁ ଆଗୁଆ ମେଡ଼ିକାଲରେ ଭର୍ତ୍ତି କରିବାକୁ ଏସଆରସିଙ୍କ ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=nZjz4F42wQM]
ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନ ଆଣି ଆଗୁଆ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା...
ଏତେ ଭୟଙ୍କର ହେବନି ବାତ୍ୟା ‘ୟାସ୍’ – ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ' ୨୫ରୁ ୨୬ ବେଳକୁ ବଙ୍ଗୋପସାଗର କୂଳରେ ଏକ ବାତ୍ୟା ସଂଘଠିତ ହେବ। ଏହାର ଆକାର ଏତେ ଭୟଙ୍କର ହେବ ନାହିଁ। ଏହା ପଶ୍ଚିମବଙ୍ଗ କୂଳରେ ମାଡ଼ କରିବ ଏବଂ ଏହାର...
ଅମ୍ପନ ପ୍ରଭାବ: ବାଲେଶ୍ୱରରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତକାଲି ସାମୁଦ୍ରିକ ଝଡ଼ ଅମ୍ପନର ତାଣ୍ଡବଲୀଳା ପରେ ଓଡ଼ିଶାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି। ହେଲେ ବାତ୍ୟା ସହ ମୁକାବିଲା ପାଇଁ ଯେପରି ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ,...
ଅମ୍ପନ ପ୍ରଭାବ: ଧାମରା ଓ ବାସୁଦେବପୁରର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତକାଲି ସାମୁଦ୍ରିକ ଝଡ଼ ଅମ୍ପନର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏନେଇ ହାଇ ଆଲର୍ଟ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ମଧ୍ୟ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି। ତେବେ ବାତ୍ୟାରୂପକ ଏହି ବିପଦ...
ଅମ୍ପନ ପ୍ରଭାବ: ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ଚାଲିଛି ପଶୁ ଚିକିତ୍ସା ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନର ପ୍ରଭାବ ମଣିଷର ଧନଜୀବନ ସହ ପଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି। ଏନେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ବାସୁଦେବପୁର ବ୍ଲକ୍ ଅଧୀନରେ ଚାଲିଛି ପଶୁ ଚିକିତ୍ସା ଶିବିର। ଏହି...