ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...

ଆଜି ମହାଷ୍ଟମୀ – ସିଲଭର୍‍ ସିଟିରୁ ସ୍ମାର୍ଟ ସିଟି ଖାଁ ଖାଁ ପଡ଼ିଛି ପୂଜାମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍‌ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ...

ଆଜି ମହାମାୟୀଙ୍କ ମହାସପ୍ତମୀ – ଫଟୋରେ ଫଟୋରେ ଦେଖନ୍ତୁ କଟକ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା। ଆଜି ମହାସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମା’ଙ୍କୁ ଚକ୍ଷୁ ଦାନ ଦିଆଯିବ। ହେଲେ...

ଆଜି ଷଷ୍ଠୀ- ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। କରୋନା ପାଇଁ ଗଲା ବର୍ଷ ପରି ଏବର୍ଷ...

ଭକ୍ତ, ଭସାଣ ଉତ୍ସବ ବିନା ମେଲାଣି ନେଲେ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା କଟକ ପ୍ରସିଦ୍ଧ ଦଶହରା। ବିନା ଭକ୍ତ, ଶୋଭାଯାତ୍ରାରେ ଜଗତଜନନୀ ମା'ଙ୍କୁ ଦିଆଗଲା ମେଲାଣି। କରୋନା କଟକଣା ମଧ୍ୟରେ ନିରାଡମ୍ଵର ଭାବେ କରାଗଲା ଭସାଣ ଉତ୍ସବ। ସହରର ପ୍ରାୟ ୧୬୦ଟି...

କାନିରେ କନକ ଅଞ୍ଜୁଳି ବାନ୍ଧି ମା’ଦୁର୍ଗାଙ୍କୁ ଦିଆଯାଏ ମେଲାଣି, ଦଶହରାରେ ରହିଛି ଏମିତି ଏକ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ  କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା'ଦୁର୍ଗାଙ୍କୁ ବିଦାୟ ବେଳେ...

ନୟାଗଡ଼: କରୋନା କଟକଣା ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ପୁରପଲ୍ଲୀରେ କରୋନା କଟକଣା ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ଆରାଧାନା ଚାଲିଛି। ଜିଲ୍ଲାର ସମସ୍ତ ତନ୍ତ୍ର ଓ ଶକ୍ତିପୀଠରେ ଦେବୀଙ୍କ ପାରମ୍ପରିକ ନବରାତ୍ରୀ ପୂଜାବିଧି ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ାର...

ଆଜି ବିଜୟା ଦଶମୀ : ମନ୍ତ୍ର ଧ୍ୱନିରେ କମ୍ପୁଛି ପୂଜା ମଣ୍ଡପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ବିଜୟା ଦଶମୀ। ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା। ଆଜିର ଦିନରେ ହିଁ ରାମ ରାବଣର ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ...

କେନ୍ଦ୍ରାପଡ଼ା: ନିଆରା ପରମ୍ପରା – ପୋଲିସ ଓ ଜନସାଧାରଣ ମିଶି କରନ୍ତି ରାମାଭିଷେକ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗାପୂଜା। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୋଲିସର ନାଲି ଆଖିକୁ ଭିନ୍ନ ଢଙ୍ଗରେ...

ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...