ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା – ସ୍ୱାମୀ ବିବେକାନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ...