ଖ୍ରୀଷ୍ଟମାସକୁ ଆଉ ୩ ଦିନ, ସଜେଇ ହେଲାଣି ଚର୍ଚ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ପାଇଁ ଖ୍ରୀଷ୍ଟମାସ୍‌ ଏକ ବଡ଼ପର୍ବ। ବର୍ତ୍ତମାନ ସବୁବର୍ଗର ଲୋକେ ଖ୍ରୀଷ୍ଟମାସକୁ ପାଳନ କରୁଛନ୍ତି। ଏହାକୁ ଓଡ଼ିଶାରେ ବଡ଼ଦିନ ରୂପେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସ ମାହୋଲ।...