ଗାନ୍ଧୀମାର୍ଗରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସ୍ତରୀୟ ପରେଡରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟସରକାରଙ୍କ ପରିକଳ୍ପିତ ବିଶ୍ଵସ୍ତରୀୟ ପୁରୀ ଶ୍ରୀମନ୍ଦିରକୁ ସ୍ଥାନ...

ଦିଲ୍ଲୀ ରାଜପଥରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସ ପରେଡ ଅବସରରେ ନୂଆଦିଲ୍ଲୀ ରାଜପଥରେ ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ। ଏହି ପ୍ରଜ୍ଞାପନ ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର ଝଲକ ଦେଖିବାକୁ ମିଳିଛି। ନୂଆଦିଲ୍ଲୀରେ ଗଡ଼ିଲା...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ...

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଅତିଥି ଭାବେ ଯୋଗଦେଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳନ ହେଲା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିଛନ୍ତି।ସାରା ଦେଶରେ ଆଜି ୭୧...

ଦେଶ ପାଳୁଛି ୭୧ତମ ଗଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶ ପାଳନ କରୁଛି ୭୧ତମ ଗଣତନ୍ତ୍ର ଦିବସ। ଏଥିପାଇଁ ସବୁ ରାଜ୍ୟର ରାଜଧାନୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଯବାନଙ୍କ ଚମତ୍କାର ପରେଡରେ କମ୍ପିବ ଦେଶର ରାଜଧାନୀ ଦିଲ୍ଲୀ, ହେଲେ ଆପଣ ଜାଣନ୍ତି କି...

ରାଷ୍ଟ୍ର ଗଠନର ମୁଖ୍ୟ ହେଉଛନ୍ତି ଜନସାଧାରଣ – ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ “ରାଷ୍ଟ୍ର ଗଠନର ମୂଳାଧାର ହେଉଛନ୍ତି ଜନସାଧାରଣ। ଆମ ଭାରତୀୟ ସମ୍ବିଧାନ ଆମକୁ ଏହି ମହାନ ଗଣତାନ୍ତ୍ରିକ ଉତ୍ସବରେ ସାମିଲ କରିପାରିଛି। ଏଥିସହିତ ବସୁଧୈବ କୁଟୁମ୍ବକମ ନୀତି ଆମକୁ ବିଶ୍ୱଠାରୁ ଭିନ୍ନ କରିପାରିଛି”,...

ଗଣତନ୍ତ୍ର ଦିବସ ପରେଡରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଗଣତନ୍ତ୍ର ଦିବସ ପରେଡରେ ଏଥର ସ୍ଥାନ ପାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଏହି ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର...

ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବଳୟରେ ଦିଲ୍ଲୀ – ଦାୟିତ୍ୱରେ ୨୨ ହଜାର ଯବାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ରବିବାର ୭୧ ତମ ଗଣତନ୍ତ୍ର ଦିବସ ପାଳନ ହେବ। ଏଥିପାଇଁ ରାଜଧାନୀ ନୂଆଦିଲ୍ଲୀକୁ ଶନିବାରଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଗଣତନ୍ତ୍ର ଦିବସର ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ...

କେଉଁଠି ହୋଇଥିଲା ଦେଶର ପ୍ରଥମ ଗଣତନ୍ତ୍ର ଦିବସ ପରେଡ? ଜାଣନ୍ତୁ ଇତିହାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ରାଜପଥ ସୁନ୍ଦର ଭାବେ ସଜା ହୋଇଛି। ରାଜପଥ ଦେଶର ୭୧ତମ ସାଧାରଣତନ୍ତ୍ର ଦିବସର ସାକ୍ଷୀ ହେବାକୁ ଯାଉଛି। ତେବେ ଆପଣ ଜାଣିଛନ୍ତି କି ଆମ ଦେଶର...

ଗଣତନ୍ତ୍ର ଦିବସ ଲାଗି ରାଜଧାନୀରେ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁପଟୁ ଯିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଅବସରରେ ମହାତ୍ମାଗାନ୍ଧୀ ମାର୍ଗଠାରେ ପରେଡ୍‌ ଆୟୋଜନ କରାଯିବ। ଏଥିପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଜାଣନ୍ତୁ...