ପଶ୍ଚିମବଙ୍ଗ ପୂଜା ପେଣ୍ଡାଲରେ ମହିଷାସୁର ସାଜିଛନ୍ତି ଚୀନ୍ ରାଷ୍ଟ୍ରପତି, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗର ଏକ ପୂଜା ପେଣ୍ତାଲ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଏହି ପେଣ୍ଡାଲରେ ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ମା'ଦୁର୍ଗା ସଂହାର କରୁଥିବା ଦେଖିବାକୁ ମିଳିଛି। ଏହାର...

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କଟକଣା ଭିତରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା। ଏଥର ଶ୍ରଦ୍ଧାଳୁମାନଙ୍କୁ ଦେବୀ ଦର୍ଶନ ବାରଣ ହୋଇଥିବାବେଳେ କେବଳ...

ଅନଲାଇନ୍‌ ପ୍ଲାଟଫର୍ମରେ ଦଶହରା – ଫେସବୁକ ଲାଇଭ୍‌ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମୃଣ୍ମୟୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ  ପ୍ରତିବର୍ଷ ଦଶହରାରେ ମା'ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଦୀର୍ଘ ବର୍ଷର ଏହି ଦର୍ଶନ ପରମ୍ପରା ବଦଳି ଯାଇଛି। ସୋସିଆଲ...

ଭସାଣି ଯାତ୍ରା ନହେଲେ ବି ପୂଜାକମିଟି ନେବେ ଲାଇସେନ୍ସ, ୨୭ ତାରିଖରେ ଶେଷ ହେବ ବିସର୍ଜନ ପର୍ବ

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଇସେନ୍ସ ଫି’ ନେବନି ପୋଲିସ, କେବଳ ଆଇ ବଣ୍ଡ୍ ଦାଖଲ ଥାନା ସ୍ତରରେ ମୂର୍ତ୍ତି ଯିବା ରୁଟ୍ ପ୍ରସ୍ତୁତ କରିବ ପୋଲିସ ଗୋଟିଏ ଦିନରେ ସରିବ ବିସର୍ଜନ ୨୮ ତାରିଖରେ...

ଏଥର ହେବନି ରାବଣପୋଡ଼ି – ଡିଜିଟାଲ୍ ପ୍ଲାଟଫର୍ମରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କରୋନା ଯୋଗୁଁ ଏଥର ରାବଣପୋଡ଼ି ଉତ୍ସବ ହେବନାହିଁ। ପ୍ରଥମଥର ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଆୟୋଜକ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ। ଫେସ୍‌ବୁକ୍ ଓ...

ଓଡ଼ିଶା ବାହାରେ ନିଆରା ଢଙ୍ଗରେ ମା’ ଦୁର୍ଗାଙ୍କୁ ପୂଜିଥାନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ବି ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଧରାପୃଷ୍ଠକୁ ଓହ୍ଲାଇ ଆସିଲେଣି ମା’ ଦୁର୍ଗା। କରୋନା ପାଇଁ ଏଥର...

ମା’ ଦୁର୍ଗାଙ୍କ ୯ଟି ଅବତାରରେ ଲାଗେ ଭିନ୍ନ ଭିନ୍ନ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ  କରୋନା କଟକଣା ଭିତରେ ଏଥର ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜା। ଆଡମ୍ବର ସହକାରେ ନହେଲେ ବି ନୀତିକାନ୍ତି ପାଳନ କରି ମା'ଙ୍କୁ ପୂଜା କରାଯାଉଛି। ତେବେ ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ...

ଛୋଟମୂର୍ତ୍ତି ଯୋଗୁଁ ବଦଳିଗଲା ମା’ଙ୍କ ମୁଖମଣ୍ଡଳ, କୁମାରୀ ଭଳି ରୂପ ଦିଶିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଉଚ୍ଚତା ୪ଫୁଟ୍। ଛୋଟିଆ ମୁଖା। ଏଥର ଦଶହରାରେ ଦଶଭୂଜା ମା’ ଦୁର୍ଗାଙ୍କ ରୂପ ଦିଶିବ ବେଶ୍ ଆକର୍ଷଣୀୟ। ସତେ ଯେମିତି କୁମାରୀ ବେଶରେ ସଜେଇ ହେବେ ମା’। ବର୍ଷ ବର୍ଷ...

କଟକ ଦୁର୍ଗାପୂଜା ପାଇଁ ଡିସିପିଙ୍କ ପ୍ରସ୍ତୁତି ବୈଠକ – ସହରକୁ ଜଗିବ ୩୦ ପ୍ଲାଟୁନ୍ ଫୋର୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିସନରେଟ ପୋଲିସ। ସୁରକ୍ଷା ପାଇଁ ସହରରେ ଏଥର ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହିତ ୧୦୦ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ଵରେ...

କଟକ: ୯ଟି ପୂଜା କମିଟିର ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି, ବିସର୍ଜନ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସୋମବାର ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସହରରେ ଅଧିକ ଉଚ୍ଚ ମୂର୍ତ୍ତି କରିଥିବା ୯ ପୂଜା କମିଟିକୁ କୋର୍ଟଙ୍କ ପକ୍ଷରୁ ପୂଜା ପାଇଁ...